ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥୁଣ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥୁଣ୍ଟା   ବିଶେଷଣ

ଅର୍ଥ : ପତ୍ର ଓ ଡାଳ ବିନା

ଉଦାହରଣ : କୃଷକ ଥୁଣ୍ଟା ଗଛର ଚେର ଖୋଳୁଥିଲା

बिना पत्तियों और टहनियों का।

किसान ठूँठे पेंड़ की जड़ खोद रहा है।
ठूँठा

ଅର୍ଥ : ଯାହାର ସବୁଠୁ ଉପରି ଭାଗ, ବସ୍ତୁ ଆଦି (ବିଶେଷ କରି ଶୋଭା ବଢ଼ାଉଥିବା) କୌଣସି କାରଣରୁ ନ ଥାଏ

ଉଦାହରଣ : ତୋଫାନ କାରଣରୁ ସାରା ଜଙ୍ଗଲ ଥୁଣ୍ଟା ହୋଇଗଲା ଗ୍ରୀଷ୍ମଦିନେ ଏହି ପର୍ବତ ଥୁଣ୍ଟା ହୋଇଯାଏ

जिसके सबसे ऊपर का भाग, वस्तु आदि (विशेषकर शोभा देने वाला) किसी कारण से न हो।

आँधी के कारण पूरा जंगल ठूँठ हो गया।
गर्मी के दिनों में यह पर्वत ठूँठ हो जाता है।
ठूँठ, ठूंठ

ଅର୍ଥ : ଯେଉଁଥିରେ ଡାଳ,ପତ୍ର ଆଦି କୌଣସି କାରଣରୁ ନ ଥାଏ

ଉଦାହରଣ : କୃଷକ ଥୁଣ୍ଟା ଗଛଟିକୁ କାଟୁଛି