ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିଶୂଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିଶୂଳୀ   ବିଶେଷ୍ୟ

ଅର୍ଥ : ତ୍ରିଶୂଳ ଧାରଣ କରୁଥିବାଲୋକ

ଉଦାହରଣ : ଜଣେ ତ୍ରିଶୂଳଧାରୀ ତ୍ରିଶୂଳ ପ୍ରହାରରେ ବାଘକୁ ଆହତ କରିଦେଲା

ସମକକ୍ଷ : ତ୍ରିଶୂଳଧାରୀ

त्रिशूल धारण करने वाला व्यक्ति।

एक त्रिशूलधारी ने त्रिशूल के प्रहार से शेर को घायल कर दिया।
त्रिशूलधारी, त्रिशूली

ତ୍ରିଶୂଳୀ   ବିଶେଷଣ

ଅର୍ଥ : ତ୍ରିଶୂଳ ଧାରଣ କରିଥିବା ବ୍ୟକ୍ତି

ଉଦାହରଣ : ଆମ ଗାଁରେ ଜଣେ ତ୍ରିଶୂଳଧାରୀ ମହାତ୍ମା ପହଞ୍ଚିଛନ୍ତି

ସମକକ୍ଷ : ତ୍ରିଶୂଳଧାରୀ

त्रिशूल धारण करने वाला।

हमारे गाँव में एक त्रिशूलधारी महात्मा पधारे हैं।
त्रिशूलधारी, त्रिशूली