ଅର୍ଥ : ତ୍ରିଶୂଳ ଧାରଣ କରୁଥିବାଲୋକ
ଉଦାହରଣ :
ଜଣେ ତ୍ରିଶୂଳଧାରୀ ତ୍ରିଶୂଳ ପ୍ରହାରରେ ବାଘକୁ ଆହତ କରିଦେଲା
ସମକକ୍ଷ : ତ୍ରିଶୂଳୀ
ଅର୍ଥ : ତ୍ରିଶୂଳ ଧାରଣ କରିଥିବା ବ୍ୟକ୍ତି
ଉଦାହରଣ :
ଆମ ଗାଁରେ ଜଣେ ତ୍ରିଶୂଳଧାରୀ ମହାତ୍ମା ପହଞ୍ଚିଛନ୍ତି
ସମକକ୍ଷ : ତ୍ରିଶୂଳୀ