ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିଶଙ୍କୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିଶଙ୍କୁ   ବିଶେଷ୍ୟ

ଅର୍ଥ : ଜଣେ ରାଜା ଯେ ସଶରୀରେ ସ୍ୱର୍ଗକୁ ଯିବା ପାଇଁ ଯଜ୍ଞ କରିଥିଲେ ମାତ୍ର ଦେବତାମାନଙ୍କ ବିରୋଧ ଯୋଗୁଁ ଆକାଶରେ ହିଁ ଝୁଲିରହିଲେ

ଉଦାହରଣ : ତ୍ରିଶଙ୍କୁ ଜଣେ ସୂର୍ଯ୍ୟବଂଶୀ ରାଜା ଥିଲେ

एक राजा जिन्होंने सशरीर स्वर्ग जाने के लिए यज्ञ किया था पर देवताओं के विरोध के कारण वे अधर में ही लटक गये।

त्रिशंकु एक सूर्यवंशी राजा थे।
त्रिशंकु

An imaginary being of myth or fable.

mythical being

ଅର୍ଥ : ଯେଉଁ ସ୍ଥାନରେ ତିନୋଟି ସୀମା ଏକାଠି ହୋଇଥାଏ

ଉଦାହରଣ : ତିନିଛକି ପାଖରେ ହିଁ ଜମିଦାରଙ୍କ ଉଆସ

ସମକକ୍ଷ : ତିନିଛକି

वह स्थान जहाँ तीन हद या सीमाएँ मिलती हों।

तिहद्दे के पास ही ठाकुर की हवेली है।
तिहद्दा