ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିମୂର୍ତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିମୂର୍ତ୍ତି   ବିଶେଷ୍ୟ

ଅର୍ଥ : ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ୱର- ଏହି ତିନି ଦେବତା

ଉଦାହରଣ : ହିନ୍ଦୁ ଧର୍ମ ଅନୁସାରେ ତ୍ରିମୂର୍ତ୍ତି ବ୍ରହ୍ମଙ୍କ ସ୍ୱରୂପ

ସମକକ୍ଷ : ତ୍ରିଦେବ

ब्रह्मा, विष्णु और महेश - ये तीनों देवता।

हिन्दू धर्म के अनुसार त्रिमूर्ति ब्रह्म के ही रूप हैं।
त्रिदेव, त्रिमूर्ति, देवत्रई, देवत्रयी, हरिहरपितामह

The triad of divinities of later Hinduism.

trimurti

ଅର୍ଥ : ତିନି ବ୍ୟକ୍ତିଙ୍କର ସମାହାର

ଉଦାହରଣ : ସକାଳୁ ସକାଳୁ ଏହି ତ୍ରିମୂର୍ତ୍ତି କେଉଁଆଡ଼େ ବାହାରିଲେ

तीन व्यक्तियों का समूह।

सुबह-सुबह यह त्रिमूर्ति कहाँ निकल पड़ी।
त्रिमूर्ति

Three people considered as a unit.

threesome, triad, trinity, trio