ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋମର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋମର   ବିଶେଷ୍ୟ

ଅର୍ଥ : ଭାଲ ଭଳି ଏକ ପ୍ରାଚୀନ ଅସ୍ତ୍ର

ଉଦାହରଣ : ମୁଁ ପ୍ରଥମ ଥରପାଇଁ ସଂଗ୍ରହାଳୟରେ ତୋମର ଦେଖିଲି

भाले की तरह का एक प्राचीन अस्त्र।

मैंने पहली बार संग्रहालय में तोमर देखा।
तोमर

ଅର୍ଥ : ବାର ମାତ୍ରା ଥିବା ଗୋଟିଏ ଛନ୍ଦ

ଉଦାହରଣ : ତୋମର ଛନ୍ଦର ଶେଷରେ ଗୋଟିଏ ଗୁରୁ ଏବଂ ଗୋଟିଏ ଲଘୁ ଥାଏ

ସମକକ୍ଷ : ତୋମର ଛନ୍ଦ

बारह मात्राओं का एक छंद।

तोमर के अंत में एक गुरु एवं एक लघु होता है।
तोमर

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ରାଜପୂତ କ୍ଷତ୍ରିୟମାନଙ୍କର ଏକ ପ୍ରାଚୀନ ରାଜବଂଶ

ଉଦାହରଣ : ରାଜା ମାନସିଂହ ତୋମର ବଂଶର ଥିଲେ

राजपूत क्षत्रियों का एक प्राचीन राजवंश।

राजा मानसिंह तोमर वंश के थे।
तोमर