ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୂଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୂଳି   ବିଶେଷ୍ୟ

ଅର୍ଥ : ଚିତ୍ରକାର ରଙ୍ଗ ଲଗାଇବାପାଇଁ ବ୍ୟବହାର କରୁଥିବା କଲମ

ଉଦାହରଣ : ସେ ତୂଳିରେ ଚିତ୍ରକୁ ରଙ୍ଗ କରୁଛି

ସମକକ୍ଷ : ଅକ୍ଷର ତୁଳିକା, ବ୍ରସ

चित्रकार के रंग भरने की कलम।

वह तूलिका से चित्र में रंग भर रहा है।
अक्षरतूलिका, आघर्षणी, इशिका, इशीका, इषीका, ईषिका, कलम, क़लम, कूँची, कूची, तीली, तूलि, तूलिका, ब्रश

A brush used as an applicator (to apply paint).

paintbrush

ଅର୍ଥ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ

ଉଦାହରଣ : ଶୀତ ଦିନରେ ହିଁ ତୂଳି କାମରେ ଆସେ

ସମକକ୍ଷ : ତୁଳା ରେଜେଇ, ତୂଳିକା, ତୂଳୀ

विशेष प्रकार से बनी हुई एक प्रकार की हल्की रुईदार रजाई।

ठंड़ी के दिनों में ही दुलाई काम आती है।
तुलाई, दुलाई