ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୂଳିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୂଳିକା   ବିଶେଷ୍ୟ

ଅର୍ଥ : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ

ଉଦାହରଣ : ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି

ସମକକ୍ଷ : ତୂଳୀ

लिखने या चित्र आदि बनाने का एक नोकदार उपकरण।

चित्रकार शलाका से चित्र बना रहा है।
तूलिका, शलाका

A pointed tool for writing or drawing or engraving.

He drew the design on the stencil with a steel stylus.
style, stylus

ଅର୍ଥ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ

ଉଦାହରଣ : ଶୀତ ଦିନରେ ହିଁ ତୂଳି କାମରେ ଆସେ

ସମକକ୍ଷ : ତୁଳା ରେଜେଇ, ତୂଳି, ତୂଳୀ

विशेष प्रकार से बनी हुई एक प्रकार की हल्की रुईदार रजाई।

ठंड़ी के दिनों में ही दुलाई काम आती है।
तुलाई, दुलाई