ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିଳାଂଜଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିଳାଂଜଳି   ବିଶେଷ୍ୟ

ଅର୍ଥ : କାହାରି ମୃତ୍ୟୁରେ ଅଞ୍ଜଳିରେ ତିଳ ଓ ଜଳ ନେଇ ସେହିବ୍ୟକ୍ତି ନାମରେ ଅର୍ପଣ କରିବା ପ୍ରକ୍ରିୟା

ଉଦାହରଣ : ସମସ୍ତେ ଘାଟରେ ତିଳତର୍ପଣ କରିବାକୁ ଯାଇଛନ୍ତି

ସମକକ୍ଷ : ତିଳତର୍ପଣ, ତିଳାଞ୍ଜଳି

किसी के मरने पर अंजुली में तिल और जल लेकर उसके नाम से छोड़ने की क्रिया।

सब लोग घाट पर तिलांजलि देने गए हैं।
तिलांजलि, तिलाञ्जलि