ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାର୍କିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାର୍କିକ   ବିଶେଷ୍ୟ

ଅର୍ଥ : ଯିଏ ତର୍କଶାସ୍ତ୍ର ଜାଣିଛି

ଉଦାହରଣ : ସେ ଜଣେ କୁଶଳ ତର୍କଶାସ୍ତ୍ରୀ

ସମକକ୍ଷ : ତର୍କଶାସ୍ତ୍ରୀ

वह जो तर्कशास्त्र का ज्ञाता हो।

वह एक कुशल तर्कशास्त्री है।
तर्क वेत्ता, तर्क-शास्त्री, तर्कशास्त्री, तार्किक, वादिक, हैतुक

A person skilled at symbolic logic.

logician, logistician

ଅର୍ଥ : ଯେ ତର୍କ ବା ଶାସ୍ତ୍ରାର୍ଥ କରନ୍ତି

ଉଦାହରଣ : ତାର୍କିକଙ୍କର ସଟୀକ ତର୍କ ଶୁଣି ସମସ୍ତେ ହାର ମାନିଲେ

वह जो तर्क या शास्त्रार्थ करता हो।

तर्की के सटीक तर्क को सुनकर सबने अपनी हार मान ली।
तर्की, वादक

A person skilled at symbolic logic.

logician, logistician

ତାର୍କିକ   ବିଶେଷଣ

ଅର୍ଥ : ଯିଏ ତର୍କ କରେ

ଉଦାହରଣ : ସବୁ କଥାରେ ତର୍କ କରିବା ତାର୍କିକ ଲୋକମାନଙ୍କର ଅଭ୍ୟାସ

जो तर्क करता हो।

हर बात पर तर्क करना तार्किक लोगों की आदत होती है।
तर्की, तार्किक, वादिक, हैतुक

Capable of or reflecting the capability for correct and valid reasoning.

A logical mind.
logical