ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରୁଣ   ବିଶେଷ୍ୟ

ଅର୍ଥ : ଷୋହଳରୁ ପଇଁତିରିଶ ବର୍ଷ ପର୍ଯ୍ୟନ୍ତ ପୁରୁଷର ଅବସ୍ଥା

ଉଦାହରଣ : ଭାରତୀୟ ଯୁବକ ପାଶ୍ଚାତ୍ୟ ସଂସ୍କୃତିର ଚାକଚକ୍ୟରେ ବୁଡ଼ି ରହୁଛନ୍ତି

ସମକକ୍ଷ : ଯୁବକ, ଯୁବା

सोलह से पैंतीस वर्ष तक की अवस्था का पुरुष।

भारतीय युवक पाश्चात्य संस्कृति की चकाचौंध में खोते चले जा रहे हैं।
जवान, तरुण, तलुन, मुटियार, युवक, युवा, वयोधा

A young person (especially a young man or boy).

spring chicken, young person, younker, youth

ତରୁଣ   ବିଶେଷଣ

ଅର୍ଥ : ଷୋହଳରୁ ପଞ୍ଚତିରିଶ ବର୍ଷ ପର୍ଯ୍ୟନ୍ତ ଅବସ୍ଥା

ଉଦାହରଣ : ତାର ଦୁଇ ତରୁଣ ପୁଅ ଆମେରିକାରେ ରହନ୍ତି

ସମକକ୍ଷ : ଜବାନ, ଯୁବା

सोलह से पैंतीस वर्ष तक की अवस्था का।

उसके दो जवान लड़के अमेरिका में रहते हैं।
अपोगंड, अबाल, जवान, तरुण, युवन्यु, युवा, वयोधा