ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁବକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁବକ   ବିଶେଷ୍ୟ

ଅର୍ଥ : ଷୋହଳରୁ ପଇଁତିରିଶ ବର୍ଷ ପର୍ଯ୍ୟନ୍ତ ପୁରୁଷର ଅବସ୍ଥା

ଉଦାହରଣ : ଭାରତୀୟ ଯୁବକ ପାଶ୍ଚାତ୍ୟ ସଂସ୍କୃତିର ଚାକଚକ୍ୟରେ ବୁଡ଼ି ରହୁଛନ୍ତି

ସମକକ୍ଷ : ତରୁଣ, ଯୁବା

सोलह से पैंतीस वर्ष तक की अवस्था का पुरुष।

भारतीय युवक पाश्चात्य संस्कृति की चकाचौंध में खोते चले जा रहे हैं।
जवान, तरुण, तलुन, मुटियार, युवक, युवा, वयोधा

A young person (especially a young man or boy).

spring chicken, young person, younker, youth

ଯୁବକ   ବିଶେଷଣ

ଅର୍ଥ : ପୂରିଲା ଅବସ୍ଥାରେ ପହଞ୍ଚିଥିବା ବା ଯେ ବାଲ୍ୟାବସ୍ଥା ପାର କରି ଯୁବକ ହୋଇଗଲାଣି

ଉଦାହରଣ : ସେ ବୟସ୍କ କିନ୍ତୁ ପିଲାଙ୍କଭଳି ବ୍ୟବହାର କରେ

ସମକକ୍ଷ : ବୟସ୍କ

पूरी अवस्था को पहुँचा हुआ या जो बाल्यावस्था पार करके जवान हो चुका हो।

वह वयस्क है पर बच्चों जैसा व्यवहार करता है।
अपोगंड, उतंत, बालिग, बालिग़, वयस्क, सयाना, स्याना

Of full legal age.

major