ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନ୍ଦୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନ୍ଦୁରୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ରେଶମ

ଉଦାହରଣ : ତନ୍ଦୁରୀ ସୂକ୍ଷ୍ମ ଏବଂ ମୁଲାୟମ ହୋଇଥାଏ

ସମକକ୍ଷ : ତଂଦୁରୀ

एक प्रकार का रेशम।

तंदूरी बारीक और मुलायम होता है।
तंदूरी

ତନ୍ଦୁରୀ   ବିଶେଷଣ

ଅର୍ଥ : ଯାହାକୁ ତନ୍ଦୁରରେ ସେକା ଯାଇଛି ବା ତିଆରି କରାଯାଇଛି

ଉଦାହରଣ : ସହରରେ ତନ୍ଦୁରୀ କୁକୁଡ଼ା ବହୁ ପ୍ରଚଳିତ ଖାଦ୍ୟ

जिसे तंदूर में सेंका या पकाया गया हो।

शहरों में तंदूरी मुर्ग बहुत प्रचलित खाद्य है।
तंदूरी

(meat) cooked by dry heat in an oven.

roast, roasted