ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଡିତ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଡିତ୍‌   ବିଶେଷ୍ୟ

ଅର୍ଥ : ଆକାଶରେ ହଠାତ୍ କ୍ଷଣିକ ନିମନ୍ତେ ଦେଖା ଦେଉଥିବା ଏକ ପ୍ରକାର ଜ୍ୟୋତି ଯାହା ମେଘ ମଧ୍ୟରେ ବିଦ୍ୟୁତ ଶକ୍ତି ସଞ୍ଚାରଣର କାରଣ ହୋଇଥାଏ

ଉଦାହରଣ : ରହିରହି ଆକାଶରେ ବିଜୁଳି ଚମକୁଥିଲା

ସମକକ୍ଷ : ଚପଳା, ଦାମିନୀ, ବିଜୁଳି, ବିଦ୍ୟୁତ, ଶମ୍ପା, ସୌଦାମିନୀ

आकाश में सहसा क्षण भर के लिए दिखाई देने वाला वह प्रकाश जो बादलों में वातावरण की विद्युत शक्ति के संचार के कारण होता है।

आकाश में रह-रहकर बिजली चमक रही थी।
अणुभा, अनुभा, अशनि, आर्द्राशनि, इरम्मद, ईरमद, गाज, गो, चंचला, चपला, छिनछवि, तड़ित, तड़िता, तड़ित्, तरिता, दामिनी, नीलांजसा, पवि, बिजली, मेघज्योति, मेघदीप, मेघभूति, वज्र, विद्युत, विद्युत्, विद्योत्, शंपा, शम्पा, समनगा, सौदामनी, सौदामिनी, हीर

Abrupt electric discharge from cloud to cloud or from cloud to earth accompanied by the emission of light.

lightning