ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆକାଶରେ ହଠାତ୍ କ୍ଷଣିକ ନିମନ୍ତେ ଦେଖା ଦେଉଥିବା ଏକ ପ୍ରକାର ଜ୍ୟୋତି ଯାହା ମେଘ ମଧ୍ୟରେ ବିଦ୍ୟୁତ ଶକ୍ତି ସଞ୍ଚାରଣର କାରଣ ହୋଇଥାଏ
ଉଦାହରଣ : ରହିରହି ଆକାଶରେ ବିଜୁଳି ଚମକୁଥିଲା
ସମକକ୍ଷ : ଚପଳା, ତଡିତ୍, ଦାମିନୀ, ବିଜୁଳି, ବିଦ୍ୟୁତ, ଶମ୍ପା
आकाश में सहसा क्षण भर के लिए दिखाई देने वाला वह प्रकाश जो बादलों में वातावरण की विद्युत शक्ति के संचार के कारण होता है।
Abrupt electric discharge from cloud to cloud or from cloud to earth accompanied by the emission of light.
ଅର୍ଥ : ଜଣେ ଅପ୍ସରା
ଉଦାହରଣ : ପୁରାଣମାନଙ୍କରେ ସୌଦାମିନୀଙ୍କ ବର୍ଣ୍ଣନା ମିଳିଥାଏ
एक अप्सरा।
(classical mythology) a minor nature goddess usually depicted as a beautiful maiden.
ଅର୍ଥ : ଗୋଟିଏ ରାଗିଣୀ
ଉଦାହରଣ : ଗାୟକ ସୌଦାମିନୀ ଗାଉଛନ୍ତି
एक रागिनी।
Any of various fixed orders of the various diatonic notes within an octave.
ସଂସ୍ଥାପନ କରନ୍ତୁ
अमेजन से खरीदेँ