ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାହାଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାହାଣୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଭୂତୁଣୀ

ଉଦାହରଣ : ମନୋରମାକୁ ଏକ ଡାହାଣୀ ଲାଗିଛି ବୋଲି ତାନ୍ତ୍ରିକ କହିଲା

ସମକକ୍ଷ : ଡାଆଣୀ

एक प्रकार की चुड़ैल।

तांत्रिक ने बताया की मनोरमा को एक डाइन ने पकड़ लिया है।
डँगरी, डंकिनी, डाइन, डाकिन, डाकिनी, डायन

ଅର୍ଥ : ଗୁଣି କରୁଥିବା ନାରୀ

ଉଦାହରଣ : ଗାଁଲୋକେ ଡାହାଣୀକୁ ବହୁତ ପିଟିଲେ

टोना करने वाली स्त्री।

गाँव वालों ने डाइन की बहुत पिटाई की।
अस्रपा, टोनहाई, टोनहिन, टोनही, डाइन, डायन

A female sorcerer or magician.

enchantress, witch