ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାଲା   ବିଶେଷ୍ୟ

ଅର୍ଥ : ବାଉଁଶ ପାତିଆରୁ ତିଆରି ଟୋକେଇ

ଉଦାହରଣ : ଝୁଡ଼ିରେ ଫଳ ରଖା ଯାଏ

ସମକକ୍ଷ : ଝୁଡ଼ି

बाँस की पट्टियों का बना टोकरा।

दौरे में फल रखे हुए हैं।
करंडक, खखरा, झाँप, डला, डाला, दौरा, वंश पात्र, सिकोरी

ଅର୍ଥ : ବାଉଁଶ ବା ମୁଞ୍ଜରେତିଆରି ହୋଇଥିବା ଅତି ଅଳ୍ପ ଗଭୀର ଡାଲା

ଉଦାହରଣ : ପିଲାଟି ଭୋଗେଇରେ ଥିବା ଚଣା ଖାଉଛି

ସମକକ୍ଷ : ଭୋଗେଇ

बाँस या मूँज की बनी हुई बहुत छोटी गहरी डलिया।

बच्चा कुरुई में रखे चने खा रहा है।
कुरई, कुरुई

ଅର୍ଥ : ମୁଞ୍ଜଆଦିରେ ବୁଣା ହୋଇଥିବା ଏକ ପ୍ରକାରର ପାତ୍ର

ଉଦାହରଣ : ଡାଲାରେ ଫଳ ରଖା ଯାଇଛି

मूँज आदि से बिना हुआ एक प्रकार का पात्र।

डलिया में फल रखे हुए हैं।
चंगेरिक, डलिया, डली, डार, डाली

ଅର୍ଥ : ଯାହାଉପରେ କିଛି ଜିନିଷ ରଖିକରି ଯେକୌଣସି ସ୍ଥାନକୁ ନେଇଯାଇହୁଏ

ଉଦାହରଣ : ଟ୍ରାକ୍ଟର ଡାଲାରେ ଜିନିଷ ରଖାଯାଉଛି

ସମକକ୍ଷ : କ୍ୟାରିଅର

वह जिस पर या जिसमें कोई चीज रखकर कहीं ले जाई या पहुँचाई जाए।

ट्रैक्टर के वहनक पर सामान लादा जा रहा है।
कैरियर, वहनक

A rack attached to a vehicle. For carrying luggage or skis or the like.

carrier

ଅର୍ଥ : ମୁଞ୍ଜ ଘାସରେ ତିଆରି କରାଯାଇଥିବା ଏକ ପ୍ରକାରର ଛୋଟ ଡାଲା

ଉଦାହରଣ : ଛୋଟ ପିଲାଟି ଡାଲାରେ ଧୂଳି ଭର୍ତ୍ତିକରୁଛି

ସମକକ୍ଷ : ଡାଲିଆ, ଭୋଗେଇ

मूँज आदि की बनी हुई एक प्रकार की छोटी डलिया।

छोटा बच्चा सिकहुली में धूल भर रहा है।
सिकहुली