ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝୁଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝୁଡ଼ି   ବିଶେଷ୍ୟ

ଅର୍ଥ : ବାଉଁଶ ପାତିଆରୁ ତିଆରି ଟୋକେଇ

ଉଦାହରଣ : ଝୁଡ଼ିରେ ଫଳ ରଖା ଯାଏ

ସମକକ୍ଷ : ଡାଲା

बाँस की पट्टियों का बना टोकरा।

दौरे में फल रखे हुए हैं।
करंडक, खखरा, झाँप, डला, डाला, दौरा, वंश पात्र, सिकोरी

ଅର୍ଥ : ବଡ଼ ଟୋକେଇ

ଉଦାହରଣ : ସେ ପାଛିଆ ଭର୍ତ୍ତି କରି ପିଜୁଳି ଆଣିଛି

ସମକକ୍ଷ : ପାଛିଆ

बड़ा टोकरा।

वह पेटा भरकर अमरूद लाया था।
पेटा

ଅର୍ଥ : ବାଉଁଶ ବା ପତଳା କାଠିରେ ତିଆରି ହୋଇଥିବା ଗୋଲ ଏବଂ ଗହୀରିଆ ପାତ୍ର

ଉଦାହରଣ : ଝୁଡ଼ିରେ ଆମ୍ବ ରଖା ଯାଇଛି

ସମକକ୍ଷ : ପାଚିଆ, ପାଛିଆ, ବଡ଼ ଟୋକେଇ

बाँस या पतली टहनियों का बना हुआ गोल और गहरा पात्र।

टोकरे में आम रखे हुए हैं।
खाँचा, छबड़ा, झाबा, टोकना, टोकरा