ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାମନ   ବିଶେଷ୍ୟ

ଅର୍ଥ : ଭାରତର କେନ୍ଦ୍ରଶାସିତ ପ୍ରଦେଶ ଡାମନ ଓ ଡିଉର ଏକ ଜିଲ୍ଲା

ଉଦାହରଣ : ଡାମନ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଡାମନ ସହରରେ ଅବସ୍ଥିତ

ସମକକ୍ଷ : ଡାମନ ଜିଲ୍ଲା

भारत के केन्द्र शासित प्रदेश दमन और दीव का एक जिला।

दमन जिले का मुख्यालय दमन शहर में है।
दमन, दमन ज़िला, दमन जिला

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଭାରତର କେନ୍ଦ୍ରଶାସିତ ପ୍ରଦେଶ ଡାମନ ଓ ଡିଉର ରାଜଧାନୀ

ଉଦାହରଣ : ଡାମନ ଏକ ଦ୍ୱୀପ ଯାହା ଆରବ ସାଗରଦ୍ୱାରା ବେଷ୍ଠିତ ହୋଇଛି

ସମକକ୍ଷ : ଡାମନ ସହର

भारत के केन्द्रशासित प्रदेश दमन और दीव की राजधानी।

दमन एक द्वीप है जो अरब सागर द्वारा घिरा हुआ है।
दमन, दमन शहर

A seat of government.

capital