ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡଙ୍କି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡଙ୍କି   ବିଶେଷ୍ୟ

ଅର୍ଥ : ଖାଦ୍ୟ ପଦାର୍ଥ ରଖିବାର ଏକ ପ୍ରକାର କଟରା

ଉଦାହରଣ : କଡ଼େଇର ତରକାରୀକୁ ଡଙ୍କିରେ ଓଲଟାଇ ଦିଅ

भोजन रखने का एक तरह का कटोरा।

कड़ाही की सब्जी को डोंगे में पलट दो।
डोंगा

A dish that is round and open at the top for serving foods.

bowl

ଅର୍ଥ : ରୋଷେଇ ତିଆରି କରିବା କାମରେ ଆସୁଥିବା ଚାମୁଚି ଭଳି ଗୋଟିଏ ବାସନ

ଉଦାହରଣ : ମାଆ ଡଙ୍କିରେ ଭାତ କାଢ଼ୁଥିଲେ

ସମକକ୍ଷ : କରଚୁଲି

रसोई बनाने के काम में आने वाला कलछे की तरह का एक बर्तन।

माँ पलटे से भात निकाल रही है।
पलटा

ଅର୍ଥ : ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି

ଉଦାହରଣ : ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି

ସମକକ୍ଷ : ଅଣକ, କରଚୁଲି

बड़ी डाँड़ी का चम्मच जिससे बटलोई आदि की दाल आदि चलाते या निकालते हैं।

माँ कलछे से दाल चला रही है।
करछल, करछा, करछुल, कलछा, कलछुल

ଅର୍ଥ : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି

ଉଦାହରଣ : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି

ସମକକ୍ଷ : କରଚୁଲି, ଡଙ୍କା

दाल आदि में से झाग निकालने की करछुल।

गीता खौल रही दाल में से कफ़गीर से झाग निकाल रही है।
कफगीर, कफ़गीर