ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠୁଙ୍ଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠୁଙ୍ଗା   ବିଶେଷ୍ୟ

ଅର୍ଥ : କାଗଜ ଆଦିରେ ତିଆରି କରାଯାଇଥିବା ବସ୍ତୁ ଯେଉଁଥିରେ କୌଣସି ବସ୍ତୁ ରଖାଯାଏ

ଉଦାହରଣ : ଦୋକାନୀ ଦୋକାନକୁ ସଜାଇବାପାଇଁ ନୂଆ ନୂଆ ବସ୍ତୁଗୁଡ଼ିକୁ ଠୁଙ୍ଗାରେ ଅଲଗା କରୁଛନ୍ତି

कागज आदि से बनी वह वस्तु जिसमें कोई वस्तु रखी रहती है।

दूकानदार दूकान को सजाने के लिए नई-नई वस्तुओं को खोंखे से अलग कर रहा है।
खोंखा

ଅର୍ଥ : କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା

ଉଦାହରଣ : ଦୋକାନୀ ଠୁଙ୍ଗାରେ ବୁଟ ଦେଲା

कुछ रखने के लिए काग़ज़, धातु आदि का बना हुआ बेलनाकार पात्र या डिब्बा।

दुकानदार ने चोंगे में चने दिए।
चोंगा, पुंगा

Conduit consisting of a long hollow object (usually cylindrical) used to hold and conduct objects or liquids or gases.

tube, tubing

ଅର୍ଥ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ

ଉଦାହରଣ : ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା

ସମକକ୍ଷ : ଖିଲ, ଠୁଂଗା

काग़ज़ का बना शंकु जिसमें भुनी मूँगफली, चना आदि भरकर बेचते हैं।

मूँगफलीवाले ने बच्चे को दोनों हाथों में ठोंगा पकड़ाया।
ठुँगा, ठुंगा, ठोंगा