ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଠୁଂଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଠୁଂଗା   ବିଶେଷ୍ୟ

ଅର୍ଥ : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ

ଉଦାହରଣ : ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା

ସମକକ୍ଷ : ଖିଲ, ଠୁଙ୍ଗା

काग़ज़ का बना शंकु जिसमें भुनी मूँगफली, चना आदि भरकर बेचते हैं।

मूँगफलीवाले ने बच्चे को दोनों हाथों में ठोंगा पकड़ाया।
ठुँगा, ठुंगा, ठोंगा