ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଠିନ ଆବରଣ ବିଶିଷ୍ଟ ଗୋଟିଏ ମାତ୍ର ବଡ଼ ମଞ୍ଜିଥିବା ଗୋଟିଏ ଫଳ
ଉଦାହରଣ : ଆମ୍ବ ଖାଇବାପରେ ସେ ଟାକୁଆକୁ ଘର ପଛପଟେ ଲଗାଇଦେଲା
ସମକକ୍ଷ : ଟାଙ୍କୁ
कुछ फलों के बीच से निकलने वाला कड़ा तथा बड़ा एकमात्र बीज।
The hard inner (usually woody) layer of the pericarp of some fruits (as peaches or plums or cherries or olives) that contains the seed.
ଅର୍ଥ : ବଡ଼ ତାକୁଡ଼ି
ଉଦାହରଣ : ଜେଜେ ତାକୁଡ଼ିରେ ପଇତା ଭାଙ୍ଗୁଛନ୍ତି
ସମକକ୍ଷ : ତାକୁଡ଼ି
बड़ी तकली।
A stick or pin used to twist the yarn in spinning.
ଅର୍ଥ : ଚରଖାର ଲୁହା ନିର୍ମିତ ଏକ କାଠି ଯେଉଁଥିରେ କଟା ସୂତା ଗୁଡ଼ାଇ ରଖାଯାଏ
ଉଦାହରଣ : ତକଡ଼ିରେ କଟା ହୋଇଥିବା ସୂତା ଗୁଡେଇ ରଖାଯାଏ
ସମକକ୍ଷ : ତକଲା, ତକଡ଼ି
चर्खे में लोहे की वह सलाई जिस पर कता हुआ सूत लिपटता है।
ଅର୍ଥ : ଭିଣା ଯାଇଥିବା ତୁଳାକୁ କାଠିରେ ଗୁଡ଼ାଇ ତିଆରି କରାଯାଇଥିବା ବଣ୍ଡଲ ବା ଗୋଲା ଯେଉଁଥିରୁ ସୂତା କଟାଯାଏ
ଉଦାହରଣ : ମା ଟାକୁଆରେ ସୂତା କାଟୁଛି
धुनी हुई रूई को सलाई से लपेट कर बनाई हुई बत्ती या गोला जिससे सूत कातते हैं।
Coils of worsted yarn.
ସଂସ୍ଥାପନ କରନ୍ତୁ