ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟଙ୍କାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟଙ୍କାରିବା   କ୍ରିୟାପଦ

ଅର୍ଥ : ଧନୁର ଗୁଣକୁ ଟାଣି ଛାଡ଼ିବା ଯାହାଦ୍ୱାରା ଶବ୍ଦ ଉତ୍ପନ୍ନ ହୁଏ

ଉଦାହରଣ : ସମରଭୂମିରେ ଯୋଦ୍ଧାମାନେ ରହିରହି ତାଙ୍କ ଧନୁକୁ ଟଙ୍କାରୁଥିଲେ

धनुष की डोरी तानकर छोड़ना जिससे शब्द उत्पन्न हो।

समर भूमि में योद्धा रह रहकर अपना धनुष टंकार रहे थे।
टंकारना

Sound with a twang.

The bowstring was twanging.
twang