ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝଟକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝଟକା   ବିଶେଷ୍ୟ

ଅର୍ଥ : ମାଂସ ନିମନ୍ତେ ପଶୁ-ପକ୍ଷୀଙ୍କୁ ହତିଆରରେ ଏକା ଥରକେ କାଟି ପକାଇବାର ଢଙ୍ଗ

ଉଦାହରଣ : ମୁସଲମାନମାନେ ଝଟକାଦ୍ୱାରା କଟା ମାଂସ ଖାଇବାକୁ ପାପ ବୋଲି ବିଚାର କରନ୍ତି

मांस के लिए पशु-पक्षी काटने का वह ढंग जिसमें उसे हथियार के एक वार से काट डाला जाता है।

मुसलमान झटके द्वारा काटा मांस खाना पाप समझते हैं।
झटका

ଅର୍ଥ : ହାଲୁକା ଧକ୍କା

ଉଦାହରଣ : ଝଟକା ଲାଗିବାରୁ ତା ହାତରୁ ଝୋଲା ପଡ଼ିଗଲା ଝଟକା ଲାଗିବାରୁ ତାର ନିଦ ଖୋଲିଗଲା

ସମକକ୍ଷ : ଠୋକର

हल्का धक्का।

झटका लगते ही उसके हाथ का झोला गिर गया।
झटका लगते ही उसकी नींद खुल गई।
झटका, मचका

An abrupt spasmodic movement.

jerk, jerking, jolt, saccade