ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜ୍ୟେଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜ୍ୟେଷ୍ଠ   ବିଶେଷ୍ୟ

ଅର୍ଥ : ବୈଶାଖ ଏବଂ ଆଷାଢ଼ର ମଝିରେ ଥିବା ମାସ

ଉଦାହରଣ : ସେ ଜ୍ୟେଷ୍ଠ କୃଷ୍ଣପକ୍ଷ ଦଶମୀରେ ଜନ୍ମ ହୋଇଥିଲା

ସମକକ୍ଷ : ଜ୍ୟେଷ୍ଠ ମାସ

वैशाख और आषाढ़ के बीच का महीना जो अंग्रेजी महीने के मई और जून के बीच में आता है।

वह जेठ के कृष्ण पक्ष की दशमी को पैदा हुआ था।
जेठ, ज्येष्ठ, ज्येष्ठ मास, ज्येष्ठमास, शुक्र, शुचि

The third month of the Hindu calendar.

jeth, jyaistha

ଜ୍ୟେଷ୍ଠ   ବିଶେଷଣ

ଅର୍ଥ : ଯେ ପ୍ରଥମେ ଜନ୍ମ ହୋଇଛି

ଉଦାହରଣ : ରାମ ଲକ୍ଷ୍ମଣଙ୍କର ଅଗ୍ରଜ ଥିଲେ

ସମକକ୍ଷ : ଅଗ୍ରଜ, ବଡ଼

जो पहले उत्पन्न हुआ हो।

राम लक्ष्मण के अग्रज थे।
अग्रज, अग्रजन्मा, अग्रजात, पुरोजन्मा, बड़ा

Of the elder of two boys with the same family name.

Jones major.
major

ଅର୍ଥ : ଯେ ବୟସରେ ବଡ଼

ଉଦାହରଣ : ରାମ ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ

ସମକକ୍ଷ : ବଡ଼

जो उम्र में बड़ा हो।

राम दशरथ के ज्येष्ठ पुत्र थे।
जेठ, जेठा, ज्येष्ठ, बड़ा