ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଥଣ୍ଡା ଓ ପିତ୍ତରୁ ଉତ୍ପନ୍ନ ଏକ ପ୍ରକାର କୁଣ୍ଡିଆ ଯେଉଁଥିରେ ସାରା ଶରୀରରେ ବଡ଼-ବଡ଼ ଚକାଆକାରର ଫଳିଯାଏ ଏବଂ ସେଥିରେ ବହୁତ ରମ୍ପା ଓ ଜଳାପୋଡ଼ା ହୁଏ
ଉଦାହରଣ : ସେ ଅଗିଆବାତରେ ପୀଡ଼ିତ ପିଲାକୁ ଡାକ୍ତରଙ୍କୁ ଦେଖାଇଲା
ସମକକ୍ଷ : ଅଗିଆବାତ, ଶୀତପୀତ୍ତ
शीत और पित्त से उत्पन्न एक प्रकार की खुजली जिसमें सारे शरीर में बड़े-बड़े चकत्ते पड़ जाते हैं और उनमें बहुत खुजली या जलन होती है।
ସଂସ୍ଥାପନ କରନ୍ତୁ