ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗିଆବାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗିଆବାତ   ବିଶେଷ୍ୟ

ଅର୍ଥ : ଥଣ୍ଡା ଓ ପିତ୍ତରୁ ଉତ୍ପନ୍ନ ଏକ ପ୍ରକାର କୁଣ୍ଡିଆ ଯେଉଁଥିରେ ସାରା ଶରୀରରେ ବଡ଼-ବଡ଼ ଚକାଆକାରର ଫଳିଯାଏ ଏବଂ ସେଥିରେ ବହୁତ ରମ୍ପା ଓ ଜଳାପୋଡ଼ା ହୁଏ

ଉଦାହରଣ : ସେ ଅଗିଆବାତରେ ପୀଡ଼ିତ ପିଲାକୁ ଡାକ୍ତରଙ୍କୁ ଦେଖାଇଲା

ସମକକ୍ଷ : ଜୁଡ଼ପିତ୍ତ, ଶୀତପୀତ୍ତ

शीत और पित्त से उत्पन्न एक प्रकार की खुजली जिसमें सारे शरीर में बड़े-बड़े चकत्ते पड़ जाते हैं और उनमें बहुत खुजली या जलन होती है।

उसने जुड़पित्ती से पीड़ित बच्चे को चिकित्सक से दिखाया।
अग्नि-बाव, अग्निबाव, जुड़-पित्ती, जुड़पित्ती, शीतपित्त