ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଳୁଜୁଳିଆ ପୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଳୁଜୁଳିଆ ପୋକ   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଷାକାଳୀନ ପୋକ ରାତିରେ ଯାହାର ପଛ ଖୁବ୍‌ ଚମକୁଥାଏ

ଉଦାହରଣ : ଛୁଆମାନେ ଜୁଳୁଜୁଳିଆ ପୋକ ଧରିବାପାଇଁ ତା’ପଛରେ ଦୌଡ଼ୁଛନ୍ତି

ସମକକ୍ଷ : ଖଦ୍ୟୋତ

Nocturnal beetle common in warm regions having luminescent abdominal organs.

firefly, lightning bug