ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଡ଼   ବିଶେଷ୍ୟ

ଅର୍ଥ : ଯେଉଁ ଋତୁରେ ଥଣ୍ଡା ହୁଏ

ଉଦାହରଣ : ଶୀତ ଋତୁରେ ବର୍ଷା ହେଲେ ଶୀତ ଆହୁରି ବଢ଼ିଯାଏ

ସମକକ୍ଷ : ଶୀତ ଋତୁ, ଶୀତକାଳ, ହିମକାଳ

वह मौसम जब वायुमंडल का तापमान कम होता है।

सरदी में अगर बारिश हो जाए तो ठंडक और बढ़ जाती है।
अघम, जाड़ा, ठंड, ठंढ, ठन्ड, तुषारकाल, शीत काल, शीत-ऋतु, शीतऋतु, शीतकाल, सरदी, सर्दी, हिम ऋतु, हेमऋतु

The coldest season of the year. In the northern hemisphere it extends from the winter solstice to the vernal equinox.

winter, wintertime

ଅର୍ଥ : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ

ଉଦାହରଣ : ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି

ସମକକ୍ଷ : ଥଣ୍ଡା, ଶୀତ

तापमान के गिरने से शरीर में होने वाली वह अनुभूति जिसमें कपड़े आदि ओढ़ने या धूप, आग, आदि तापने की इच्छा होती है।

आज सुबह से ही मुझे ठंड लग रही है।
जाड़ा, ठंड, ठंडक, ठंडी, ठंढ, ठंढक, ठंढी, ठन्ड, शीत, सरदी, सर्दी

The sensation produced by low temperatures.

He shivered from the cold.
The cold helped clear his head.
cold, coldness