ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଲିଚଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଲିଚଟୁ   ବିଶେଷ୍ୟ

ଅର୍ଥ : ବଡ଼ ଛାଣି

ଉଦାହରଣ : ସେ ଜାଲିଚଟୁରେ ନୁଡ଼ଲ ଛାଣିଲା

बड़ी छन्नी।

उसने छन्ने से नूडल छाना।
छनना, छन्ना

Device that removes something from whatever passes through it.

filter

ଅର୍ଥ : ଲମ୍ବା ବାଡ଼ିଯୁକ୍ତ ଜାଲିଦାର ଚେପଟା ଡଙ୍କି

ଉଦାହରଣ : ଗୁଡ଼ିଆ ଜାଲିଚଟୁରେ ବୁନ୍ଦି ବାହାର କରୁଛି

लम्बे डंडे का झँझरीदार चपटा कलछा।

हलवाई पौने से बूँदी निकाल रहा है।
झरना, झाँझा, पवना, पौना

ଅର୍ଥ : ଅଟା ବା ମଇଦା ଛାଣିବା ନିମନ୍ତେ ସୂକ୍ଷ୍ମ ଚାଲୁଣୀ

ଉଦାହରଣ : ତୁମେ କାଲି ବଜାରରୁ ଗୋଟିଏ ଜାଲିଚଟୁ କିଣି ଆଣିବ

आटा या मैदा छानने की महीन चलनी।

तुम कल बाजार से एक आँगी खरीद लाना।
आँगी, आँधी, आंगी, आंधी