ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜର୍ମାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜର୍ମାନୀ   ବିଶେଷ୍ୟ

ଅର୍ଥ : ୟୁରୋପର ଏକ ଦେଶ

ଉଦାହରଣ : ହିଟଲର ଜର୍ମାନୀ ନିବାସୀ ଥିଲେ

यूरोप का एक देश।

हिटलर जर्मनी का निवासी था।
जर्मनी

A republic in central Europe. Split into East Germany and West Germany after World War II and reunited in 1990.

deutschland, federal republic of germany, frg, germany

ଅର୍ଥ : ଜର୍ମାନୀର ନିବାସୀ

ଉଦାହରଣ : ଆମ ପ୍ରୟୋଗଶାଳାରେ ଦୁଇ ଜର୍ମାନୀ ମଧ୍ୟ କାମ କରନ୍ତି

ସମକକ୍ଷ : ଜର୍ମାନ-ବାସୀ

जर्मनी में रहनेवाला व्यक्ति।

हमारी प्रयोगशाला में दो जर्मन भी काम करते हैं।
जर्मन, जर्मनी वासी, जर्मनी-वासी, जर्मनीवासी

A person of German nationality.

german

ଜର୍ମାନୀ   ବିଶେଷଣ

ଅର୍ଥ : ଜର୍ମାନୀର ରହିବାବାଲା

ଉଦାହରଣ : ଆମ ଦେଶକୁ ବହୁତ ଜର୍ମାନୀ ପର୍ଯ୍ୟଟକ ମଧ୍ୟ ଆସନ୍ତି

ଅର୍ଥ : ଜର୍ମାନୀର ବା ଜର୍ମାନୀ ସମ୍ବନ୍ଧୀୟ

ଉଦାହରଣ : ଶ୍ୟାମ ଜର୍ମାନୀ ସଂସ୍କୃତିରେ ରୁଚି ରଖେ ସେ ଜର୍ମାନୀ ପୋଷାକ ପିନ୍ଧିଛି

जर्मनी का या वहाँ के निवासी, भाषा, संस्कृति इत्यादि से संबंधित।

श्याम जर्मन संस्कृति में रुचि लेता है।
वह जर्मन पोशाक पहने हुए है।
हमारे देश में बहुत सारे जर्मन पर्यटक भी आते हैं।
जर्मन

Of or pertaining to or characteristic of Germany or its people or language.

German philosophers.
German universities.
German literature.
german