ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜପିବା   କ୍ରିୟାପଦ

ଅର୍ଥ : କୌଣସି ନାମ, ବାକ୍ୟ ବା ଶବ୍ଦ ବାରମ୍ବାର କିଛି ସମୟ ପର୍ଯ୍ୟନ୍ତ କହିବା ବା ଘୋଷିବା

ଉଦାହରଣ : ସେ ରାମରାମ ଜପୁଛନ୍ତି

ସମକକ୍ଷ : ଜପକରିବା, ଭଜନକରିବା

कोई नाम, वाक्य या शब्द बार-बार कुछ देर तक कहना या रटना।

वह राम राम जप रहा है।
जपना, जाप करना, भजना