ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନ୍ମକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନ୍ମକରିବା   କ୍ରିୟାପଦ

ଅର୍ଥ : ଗର୍ଭରୁ ପିଲା ପ୍ରସବ ହେବା

ଉଦାହରଣ : ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ

ସମକକ୍ଷ : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା

गर्भ से बच्चा बाहर निकालना।

उसने सात बच्चे पैदा किए पर एक भी सुपात्र नहीं निकला।
उत्पन्न करना, जनना, जनमाना, जन्म देना, जन्माना, पैदा करना

Cause to be born.

My wife had twins yesterday!.
bear, birth, deliver, give birth, have

ଅର୍ଥ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା

ଉଦାହରଣ : ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି

ସମକକ୍ଷ : ଜନ୍ମଦେବା, ବାଛୁରି ପକେଇଛି, ବେଇଛି

पशुओं का गर्भ से बच्चा निकालना या उत्पन्न करना।

सुबह-सुबह ही गाय ने एक बछिया जनी है।
अवतारना, उत्पन्न करना, जनना, जनमाना, जन्म देना, जन्माना, पैदा करना, बियाना, ब्याना