ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଛୁରି ପକେଇଛି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଛୁରି ପକେଇଛି   କ୍ରିୟାପଦ

ଅର୍ଥ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା

ଉଦାହରଣ : ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି

ସମକକ୍ଷ : ଜନ୍ମକରିବା, ଜନ୍ମଦେବା, ବେଇଛି

पशुओं का गर्भ से बच्चा निकालना या उत्पन्न करना।

सुबह-सुबह ही गाय ने एक बछिया जनी है।
अवतारना, उत्पन्न करना, जनना, जनमाना, जन्म देना, जन्माना, पैदा करना, बियाना, ब्याना