ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଗାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଗାଇବା   କ୍ରିୟାପଦ

ଅର୍ଥ : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା

ଉଦାହରଣ : ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି

ସମକକ୍ଷ : ଉଠେଇବା, ଜାଗ୍ରତକରିବା

सोए हुए को उठने में प्रवृत्त करना।

माँ रोज सुबह राहुल को जगाती है।
उठाना, जगाना

Cause to become awake or conscious.

He was roused by the drunken men in the street.
Please wake me at 6 AM..
arouse, awaken, rouse, wake, wake up, waken

ଅର୍ଥ : ଅନ୍ୟ କାହାଦ୍ୱାରା ଜଗାଇବା କାମ କରାଇବା

ଉଦାହରଣ : ମାଆ ଭାଉଜଦ୍ୱାରା ଭାଇକୁ ଜଗାଉଛନ୍ତି

जगाने का काम किसी और से कराना।

माँ भाभी से भइया को जगवा रही हैं।
जगवाना