ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛେଲିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛେଲିବା   କ୍ରିୟାପଦ

ଅର୍ଥ : ଚୋପା ବା ଛାଲ କାଢ଼ିବା

ଉଦାହରଣ : କୃଷକ ବିଲରେ ଆଖୁ ଛେଲୁଛି

ସମକକ୍ଷ : ଚୋପା ଛଡ଼ାଇବା, ଚୋପା ଛଡ଼େଇବା

छिलका या छाल उतारना।

किसान खेत में गन्ना छील रहा है।
छीलना, छोलना

Remove the hulls from.

Hull the berries.
hull

ଅର୍ଥ : ଛେଲିବା କାମ ହେବା

ଉଦାହରଣ : ଆଖୁ ଛେଲାହୋଇଛି

छीलने का काम होना।

गन्ना छिल गया।
छिलना

ଅର୍ଥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା

ଉଦାହରଣ : ମହେଶ ନିମ ଗଣ୍ଡିକୁ ଛେଲୁଛି

ସମକକ୍ଷ : କାଟିବା, କ୍ଷତ କରିବା

रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।

महेश नीम के तने को पाछ रहा है।
पाछना