ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷତ କରିବା   କ୍ରିୟାପଦ

ଅର୍ଥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା

ଉଦାହରଣ : ମହେଶ ନିମ ଗଣ୍ଡିକୁ ଛେଲୁଛି

ସମକକ୍ଷ : କାଟିବା, ଛେଲିବା

रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।

महेश नीम के तने को पाछ रहा है।
पाछना