ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛେଲା ସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛେଲା ସ୍ଥାନ   ବିଶେଷ୍ୟ

ଅର୍ଥ : ରସ, ଛାଲ ଆଦି ବାହାର କରିବା ନିମନ୍ତେ ଶରୀର, ଗଛ-ଲତା ଆଦି ଉପରେ କୌଣସି ହତିଆର ଦ୍ବାରା କରା ହୋଇଥିବା ଆଘାତ ସ୍ଥାନ ବା ଛେଲା ହୋଇଥିବା ସ୍ଥାନ

ଉଦାହରଣ : ଏହି ଗଛର ଛେଲା ସ୍ଥାନରୁ ରସ ବାହାରୁଛି

ସମକକ୍ଷ : ଛେଲା ଜାଗା

रस, छाल आदि निकलने के लिए शरीर, पेड़-पौधे आदि पर किसी हथियार से किए हुए आघात का स्थान या खुरचा हुआ भाग।

इस पेड़ के पाछ में से रस निकल रहा है।
पाछ