ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିଣ୍ଡା   ବିଶେଷଣ

ଅର୍ଥ : ଯାହା ଫାଟି ଯାଇଛି

ଉଦାହରଣ : ଦରିଦ୍ରତା ରୀତାକୁ ଫଟା ଲୁଗା ପିନ୍ଧିବାକୁ ବାଧ୍ୟକଲା

ସମକକ୍ଷ : ଚିରା, ଫଟା

जो फट गया हो।

ग़रीबी ने रीता को फटे कपड़े पहनने पर मजबूर किया।
अवदारित, अवदीर्ण, चीर्ण, तार-तार, फटहा, फटा, फटा हुआ, विदारित, विदीर्ण

Having edges that are jagged from injury.

lacerate, lacerated, mangled, torn

ଅର୍ଥ : ଗୋଟିଏ ଅବସ୍ଥାର ବିକୃତି ଘଟି ଅନ୍ୟ ଏକ ଅବସ୍ଥା ହେଇଯିବା

ଉଦାହରଣ : ମାଆ ଛିଣ୍ଡି ଯାଇଥିବା ଦୁଧରୁ ମିଠେଇ ତିଆରି କରୁଛନ୍ତି

ସମକକ୍ଷ : ଫଟା

विकार के कारण एक अवस्था से दूसरी अवस्था में गया हुआ।

माँ फटे दूध से मिठाई बना रही है।
फटा, फटा हुआ

In an unpalatable state.

Sour milk.
off, sour, turned