ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛିଡ଼ିକାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛିଡ଼ିକାଇବା   କ୍ରିୟାପଦ

ଅର୍ଥ : ଛିଟିକାଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : କୃଷକ ଖେତରେ ଔଷଧ ଛିଞ୍ଚାଉଛି

ସମକକ୍ଷ : ଛିଞ୍ଚାଇବା, ଛିଟିକାଇବା, ଛିଟିକେଇବା, ଛିଡ଼ିକେଇବା, ସେଚନ କରାଇବା

छिड़कने का काम दूसरे से कराना।

किसान ने खेत में दवा छिड़कवाया।
छिड़कवाना, छिड़काना

ଅର୍ଥ : ପାଣିକୁ ଛିଟିକାଇବା

ଉଦାହରଣ : ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି

ସମକକ୍ଷ : ଛିଞ୍ଚିବା, ଛିଟିକାଇବା, ସିଞ୍ଚିବା, ସେଚନକରିବା

पानी का छिड़काव करना।

धूल न उड़े इसलिए मंगली अपने दरवाज़े से बाहर गली में पानी सींच रही है।
छिड़कना, सींचना