ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାଲ   ବିଶେଷ୍ୟ

ଅର୍ଥ : ଗଛଗୁଡ଼ିକର ଗଣ୍ଡି, ଶାଖା ଇତ୍ୟାଦିର ଉପର ଆବରଣ

ଉଦାହରଣ : କୌଣସି କୌଣସି ଗଛର ଛାଲି ଔଷଧ ରୂପରେ ବ୍ୟବହାର କରାଯାଏ

ସମକକ୍ଷ : ଛାଲି, ବକଳ

पेड़ों के धड़,शाखा आदि का ऊपरी आवरण।

किसी-किसी पेड़ की छाल औषध के रूप में उपयोग की जाती है।
चीर, छाल, छाला, बकल, बकला, बक्कल, बोकला, वल्क, वल्कल, वेष्टक, शल्क, शल्ल

Tough protective covering of the woody stems and roots of trees and other woody plants.

bark

ଅର୍ଥ : ମୃତ ପଶୁମାନଙ୍କଠାରୁ ବାହାର କରାଯାଇଥିବା ଯେଉଁ ଛାଲରେ ଜୋତା ତିଆରି କରାଯାଏ

ଉଦାହରଣ : ସେ ଚମଡ଼ା କାମ କରୁଅଛି

ସମକକ୍ଷ : ଚମଡ଼ା, ଚର୍ମ

मृत पशुओं की उतारी हुई छाल जिससे जूते आदि बनते हैं।

वह चमड़े का काम करता है।
अजिन, खल्लड़, खाल, चमड़ा, चमड़ी, चर्म, चाम, छाल, तनु, रक्तधार, रोमभूमि, शिपि

An animal skin made smooth and flexible by removing the hair and then tanning.

leather