ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମଡ଼ା   ବିଶେଷ୍ୟ

ଅର୍ଥ : ଶରୀର ଉପରେଥିବା ଚମଡ଼ା

ଉଦାହରଣ : ଶୀତଦିନେ ବିଶେଷ ରୂପରେ ତ୍ୱଚାର ଯତ୍ନ ନେବା ଉଚିତ

ସମକକ୍ଷ : ଚର୍ମ, ତ୍ୱଚା

शरीर पर का चमड़ा।

सर्दी के मौसम में त्वचा की विशेष रूप से देखभाल करनी चाहिए।
अवभासिनी, खाल, चमड़ा, चमड़ी, चर्म, चाम, त्वचा, निर्मोक, शल्ल, शल्लक, स्किन

A natural protective body covering and site of the sense of touch.

Your skin is the largest organ of your body.
cutis, skin, tegument

ଅର୍ଥ : ମୃତ ପଶୁମାନଙ୍କଠାରୁ ବାହାର କରାଯାଇଥିବା ଯେଉଁ ଛାଲରେ ଜୋତା ତିଆରି କରାଯାଏ

ଉଦାହରଣ : ସେ ଚମଡ଼ା କାମ କରୁଅଛି

ସମକକ୍ଷ : ଚର୍ମ, ଛାଲ

मृत पशुओं की उतारी हुई छाल जिससे जूते आदि बनते हैं।

वह चमड़े का काम करता है।
अजिन, खल्लड़, खाल, चमड़ा, चमड़ी, चर्म, चाम, छाल, तनु, रक्तधार, रोमभूमि, शिपि

An animal skin made smooth and flexible by removing the hair and then tanning.

leather

ଚମଡ଼ା   ବିଶେଷଣ

ଅର୍ଥ : ଚମଡ଼ାରେ ତିଆରି ହୋଇଥିବା

ଉଦାହରଣ : ତା ହାତରେ ଗୋଟିଏ ପୁରୁଣା ଚମଡ଼ା ବ୍ୟାଗ ଝୁଲୁଥିଲା

ସମକକ୍ଷ : ଲେଦର

चमड़े का बना हुआ।

उसके हाथ में एक पुराना चमौवा झोला लटक रहा था।
चमरौधा, चमाऊ, चमौवा, चर्मी