ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛଳଛଳ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛଳଛଳ ହେବା   କ୍ରିୟାପଦ

ଅର୍ଥ : (ଆଖି)ଲୁହରେ ଭରିଯିବା

ଉଦାହରଣ : ତାଙ୍କର ଦୁଃଖକାହାଣୀ ଶୁଣି ମୋ ଆଖି ଛଳଛଳ ହୋଇଗଲା

ସମକକ୍ଷ : ଛଳଛଳେଇଉଠିବା

(आँखें) आँसुओं से भर जाना।

उसकी रामकहानी सुनकर मेरी आँखे डबडबा गईं।
अँसुआना, डबडबाना

Fill with tears.

His eyes were watering.
water