ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛତୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛତୁ   ବିଶେଷ୍ୟ

ଅର୍ଥ : ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥରେ ଅଙ୍କୁରିତ ହେଉଥିବା ଏକପ୍ରକାର ବନସ୍ପତି

ଉଦାହରଣ : ବର୍ଷାଦିନରେ ବହୁତ ଛତୁ ହୋଇଥାଏ

सड़े हुए खाद्य पदार्थ आदि पर उगनेवाली एक वनस्पति।

बरसात में फफूँद की भरमार हो जाती है।
फफूँद, फफूँदी, फफूंद, फफूंदी, भुकड़ी

A fungus that produces a superficial growth on various kinds of damp or decaying organic matter.

mold, mould

ଅର୍ଥ : କ୍ଷୁଦ୍ର ଉଦ୍ଭିଦଜର ଏକ ଜାତି ଯେଉଁଥିରେ ପତ୍ର-ପୁଷ୍ପ ଆସେନାହିଁ

ଉଦାହରଣ : କିଛି ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କିଛି ଖିଆ ଯାଇଥାଏ

क्षुद्र उद्भिजों की एक जाति जिसमें पत्र-पुष्प नहीं आते।

कुछ खुमी विषैले होते हैं और कुछ खाए जाते हैं।
खुंभी, खुमी, खुम्भी

Any of various fleshy fungi of the subdivision Basidiomycota consisting of a cap at the end of a stem arising from an underground mycelium.

mushroom

ଅର୍ଥ : ଏକ ପ୍ରକାରର ଗୁଳ୍ମ ଯାହାକୁ ଖିଆଯାଏ

ଉଦାହରଣ : ମୋତେ ଛତୁର ସୁପ୍‌ ବହୁତ ଭଲ ଲାଗେ

एक तरह की खुंभी जो खाई जाती है।

मुझे मशरूम का सूप बहुत अच्छा लगता है।
खुंभी, खुमी, खुम्भी, गुच्छी, मशरूम

Common name for an edible agaric (contrasting with the inedible toadstool).

mushroom