ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୌକାଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୌକାଠ   ବିଶେଷ୍ୟ

ଅର୍ଥ : ଚାରିଟି କାଠଯୁକ୍ତ ଗଢ଼ଣ ଯେଉଁଥିରେ କବାଟ ଲାଗିଥାଏ

ଉଦାହରଣ : ବଢ଼େଇ ଚୌକାଠରେ କବାଟ ଲଗାଉଛି

ସମକକ୍ଷ : ଦୁଆରବନ୍ଧ

चार लकड़ियों का वह ढाँचा जिसमें किवाड़ लगे होते हैं।

बढ़ई चौखट में किवाड़ लगा रहा है।
चौकठ, चौखट, दरवाज़ा, दरवाजा

The enclosing frame around a door or window opening.

The casings had rotted away and had to be replaced.
case, casing

ଅର୍ଥ : ଚିତ୍ର ବା ସୀସା ଯୋଡ଼ିବାର ଚାରିକୋଣିଆ ଢାଞ୍ଚା

ଉଦାହରଣ : ଏହି ଚିତ୍ରକୁ ଚୌକାଠରେ ଜଡ଼ାଇ ଦିଅ

कोई ऐसी रचना जिसमें कोई दूसरी चीज जड़ी, बैठाई या लगाई जाती है।

इस चित्र को फ्रेम में जड़वा दो।
चौखटा, चौखठा, ढाँचा, ढांचा, फ्रेम

ଅର୍ଥ : କୌଣସି ଚତୁର୍ଭୁଜାକାର ଗଢ଼ଣ

ଉଦାହରଣ : ଚୌକାଠରେ ଛଡ଼ ଲାଗିଛି

कोई चौकोर ढाँचा।

चौखट में छड़ें लगी हैं।
चौकठ, चौखट