ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚେକପୋଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚେକପୋଷ୍ଟ   ବିଶେଷ୍ୟ

ଅର୍ଥ : ସହରର ବାହାରେ ଅବସ୍ଥିତ ଏହି ସ୍ଥାନ ଯେଉଁଠି ବାହାରୁ ଆସୁଥିବା ଏବଂ ସହରକୁ ପ୍ରବେଶ କରୁଥିବା ଜିନିଷ ଉପରେ ଟିକସ ବା ମହାସୁଲ ଆଦାୟ କରାଯାଏ

ଉଦାହରଣ : ଟୋଲଗେଟ ଆଗରେ ପଡ଼ିବା କ୍ଷଣି ଡ୍ରାଇଭରମାନେ ନଗରଶୁଳ୍କ ଦେବାପାଇଁ ଗାଡ଼ିର ଗତିକୁ ଧୀର କରିଦିଅନ୍ତି

ସମକକ୍ଷ : ଟୋଲଗେଟ୍

शहर के बाहर बनी वह चौकी या स्थान जहाँ पर बाहर से आने वाले और शहर में प्रवेश करनेवाले माल पर कर या महसूल लेते हैं।

चुंगी-घर के सामने आते ही चालक चुंगी देने के लिए गाड़ियों की रफ्तार धीमी कर देते हैं।
चुंगी-घर

A booth at a tollgate where the toll collector collects tolls.

tolbooth, tollbooth, tollhouse