ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁଲି   ବିଶେଷ୍ୟ

ଅର୍ଥ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ

ଉଦାହରଣ : ସେ ଚୁଲିରେ ଚା’ ବସେଇଛି

ସମକକ୍ଷ : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ

लोहे, मिट्टी आदि का एकमुँहा पात्र जिसमें विशेषकर कोयले से आग सुलगाते हैं।

वह अँगीठी पर चाय बना रही है।
अँगीठी, अँगेठी, अंगारिणी, अंगारी, अंगीठी, अंगेठी, सिगड़ी

Large metal container in which coal or charcoal is burned. Warms people who must stay outside for long times.

brasier, brazier

ଅର୍ଥ : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ

ଉଦାହରଣ : ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି

मिट्टी, ईंट या लोहे आदि का बना वह साधन जिस पर भोजन पकाते है।

माँ खाना गर्म करने के लिए चूल्हा जला रही है।
अधिश्रयणी, अश्मंत, अश्मन्त, असमंत, असमन्त, चुल्हा, चुल्हौना, चूल्ह, चूल्हा

A kitchen appliance used for cooking food.

Dinner was already on the stove.
cooking stove, kitchen range, kitchen stove, range, stove