ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖନ୍ଦା   ବିଶେଷ୍ୟ

ଅର୍ଥ : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ

ଉଦାହରଣ : ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି

ସମକକ୍ଷ : ବଡ଼ଚୁଲି

वह बहुत बड़ा चूल्हा जिस पर गन्ने के रस को पकाकर गुड़ बनाया जाता है।

रामधारी गुलौर पर रखे कड़ाह में गन्ने का रस डाल रहा है।
गुलवर, गुलौर, गुलौरा

ଅର୍ଥ : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ

ଉଦାହରଣ : ସେ ଚୁଲିରେ ଚା’ ବସେଇଛି

ସମକକ୍ଷ : ଚୁଲା, ଚୁଲି, ରନ୍ଧନଗର୍ତ୍ତ

लोहे, मिट्टी आदि का एकमुँहा पात्र जिसमें विशेषकर कोयले से आग सुलगाते हैं।

वह अँगीठी पर चाय बना रही है।
अँगीठी, अँगेठी, अंगारिणी, अंगारी, अंगीठी, अंगेठी, सिगड़ी

Large metal container in which coal or charcoal is burned. Warms people who must stay outside for long times.

brasier, brazier