ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁମ୍ବକ ପଥର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁମ୍ବକ ପଥର   ବିଶେଷ୍ୟ

ଅର୍ଥ : ମ୍ୟାଗନେଟାଇଟରୁ ପ୍ରସ୍ତୁତ ଗୋଟିଏ ସ୍ଥାୟୀପଥର

ଉଦାହରଣ : ଚୁମ୍ବକ ପଥର ଚୁମ୍ବକ ପରି ଆକର୍ଷିତ କରିବା ବା ଆକର୍ଷିତ ହେବାର କ୍ଷମତା ରହିଥାଏ

ସମକକ୍ଷ : ଅୟସ୍କାନ୍ତ, ଚୁଂବକ ପଥର, ଚୁମ୍ବକ

मैगनेटाइट का बना एक स्थायी चुम्बक पत्थर।

चुंबक पत्थर में चुंबक की तरह आकर्षित करने व आकर्षित होने की क्षमता होती है।
आखुपाषाण, चुंबक, चुंबक पत्थर, चुम्बक, चुम्बक पत्थर

A permanent magnet consisting of magnetite that possess polarity and has the power to attract as well as to be attracted magnetically.

loadstone, lodestone